• Language icon
  • ONDC Logo

    Do you want to change your default language?

    Continue Cancel
    about ONDC banner icons
    କମ୍ପାନୀ ବିଷୟରେ

    ଇ-କମର୍ସ ପାଇଁ ଏକ ଅନ୍ତର୍ଭୂକ୍ତ ଇକୋସିଷ୍ଟମ୍‍ର ନିର୍ମାଣ କରୁଛୁ!

    ପୃଥିବୀର ପ୍ରଥମ ବୃହତ ସ୍କେଲ୍ ଅନ୍ତର୍ଭୂକ୍ତ ଇ-କମର୍ସ ବ୍ୟବସ୍ଥାର ଏକ ଅଂଶ ହୁଅନ୍ତୁ |

    ଭାରତରେ 12 ମିଲିୟନରୁ ଅଧିକ ବିକ୍ରେତା ଉତ୍ପାଦ ଓ ସେବା ବିକ୍ରି କରି ନିଜର ଜୀବିକା ନିର୍ବାହ କରୁଛନ୍ତି । କିନ୍ତୁ ଏମାନଙ୍କ ମଧ୍ୟରୁ 15,000 ବିକ୍ରେତା(ମୋଟ ବିକ୍ରେତାଙ୍କ 0.125%) ଇ-କମର୍ସରେ ଅନ୍ତର୍ଭୁକ୍ତ ହେବାରେ ସକ୍ଷମ ହୋଇଛନ୍ତି । ବିଶେଷକରି ଛୋଟ ସହର ଏବଂ ଗ୍ରାମାଞ୍ଚଳରେ ଅଧିକାଂଶ ବିକ୍ରେତାଙ୍କ ପାଇଁ ଇ-ରିଟେଲ୍ ବ୍ୟବସ୍ଥା ଉପଲବ୍ଧ ହୋଇପାରିନାହିଁ |

     

    ONDC ଭାରତରେ ଇ-ରିଟେଲ ପ୍ରବେଶ କ୍ଷମତାକୁ ବର୍ତ୍ତମାନର 4.3ଶତକଡ଼ା ରୁ ସର୍ବାଧିକ ସ୍ତରକୁ ନେବାପାଇଁ ସୁଯୋଗ ପ୍ରଦାନ କରିଛି । ଆମର ଉଦ୍ଦେଶ୍ୟ ହେଉଛି ଜନସଂଖ୍ୟା ସ୍ତରରେ ସମସ୍ତ ପ୍ରକାର ବିକ୍ରେତାଙ୍କୁ ପ୍ରଭାବଶାଳୀ ଭାବରେ ଅନ୍ତର୍ଭୁକ୍ତ କରି ଦେଶରେ ଇ-କମର୍ସର ଅନୁପ୍ରବେଶକୁ ବୃଦ୍ଧି କରିବା |

     

    Read more

    Read More
    ONDC makes it possible

    ଭାରତ ଏହି ପରିବର୍ତ୍ତନ କାହିଁକି ଆରମ୍ଭ କଲା?

    UPI, ADHAAR ଏବଂ ଅନ୍ୟାନ୍ୟ ଡିଜିଟାଲ୍ ଭିତ୍ତିଭୂମିର ସଫଳ ରୂପାୟନ କରିବାରେ ଭାରତ ସାରାବିଶ୍ୱରେ ଏକ ଅଗ୍ରଣୀ ଦେଶ । ONDC (ଓପନ୍ ନେଟୱାର୍କ ଫର୍ ଡିଜିଟାଲ୍ କମର୍ସ) ହେଉଛି ଦେଶର ଅନ୍ୟ ଏକ ଜ୍ଞାନକୌଶଳ ଭିତ୍ତିକ ପଦକ୍ଷେପ ଯାହା ଓପନ୍-ସୋର୍ସ ସ୍ପେସିଫିକେସନ୍ ଉପରେ ଆଧାର କରି ଓପନ୍ ପ୍ରୋଟୋକଲ୍ ମାଧ୍ୟମରେ ଇ-କମର୍ସକୁ ସକ୍ଷମ କରି ଇ-କମର୍ସର କାର୍ଯ୍ୟ ଶୈଳୀରେ ପରିବର୍ତ୍ତନ ଆଣିବା ପାଇଁ ଚେଷ୍ଟା ଜାରି ରଖିଛି ।

     

    ଏହି ପଦକ୍ଷେପ କେବଳ ଇ-କମର୍ସକୁ ତ୍ୱରାନ୍ୱିତ କରିବାରେ ସାହାଯ୍ୟ କରିବ ନାହିଁ ବରଂ ଭାରତରେ ଷ୍ଟାର୍ଟଅପ୍ ର ଅଭିବୃଦ୍ଧିକୁ ଆହୁରି ସୁଦୃଢ଼ କରିବ । ଏକ ଓପନ୍ ପ୍ରୋଟୋକଲ୍ ମାଧ୍ୟମରେ ଆବଶ୍ୟକୀୟ ଏବଂ ସୁଲଭ ଇ-କମର୍ସକୁ ସୁଗମ କରି, ONDC ଷ୍ଟାର୍ଟଅପ୍ ମାନଙ୍କୁ ସହଯୋଗ ଭିତ୍ତିରେ ଆଗକୁ ବଢ଼ିବା ପାଇଁ ସଶକ୍ତ କରିବା ।

    ନିବେଶକଙ୍କ ସମ୍ପର୍କଗୁଡ଼ିକ

    ଡିସେମ୍ବର 2021 ରେ ONDC କୁ ଧାରା 8 କମ୍ପାନୀ ଭାବେ ଅନ୍ତର୍ଭୂକ୍ତ କରାଯାଇଥିଲା । ଯେଉଁଥିରେ କ୍ୱାଲିଟି କାଉନସିଲ୍ ଅଫ୍ ଇଣ୍ଡିଆ ଏବଂ ପ୍ରୋଟିନ୍ ଇଜିଓଭି ଟେକ୍ନୋଲୋଜି ଲିମିଟେଡ୍ ଏହାର ପ୍ରତିଷ୍ଠାତା ସଦସ୍ୟ ଋପେ ସାମିଲ ହୋଇଥିଲେ । ହେଉଛନ୍ତି | ONDC ରେ ବିନିଯୋଗ କରିଥିବା ଅନ୍ୟ ସଂସ୍ଥାଗୁଡ଼ିକ ହେଉଛି:

     
    • ବିଏସ୍ଇ ଇନଭେଷ୍ଟମେଣ୍ଟସ୍ ଲିମିଟେଡ୍
    • ଏନ୍ଏସ୍ଇ ଇନଭେଷ୍ଟମେଣ୍ଟସ୍ ଲିମିଟେଡ୍
    • କୋଟାକ୍ ମହିନ୍ଦ୍ରା ବ୍ୟାଙ୍କ୍ ଲିମିଟେଡ୍
    • ଆକ୍ସିସ୍ ବ୍ୟାଙ୍କ୍ ଲିମିଟେଡ୍
    • ଏଚ୍ଡିଏଫ୍‍ସି ବ୍ୟାଙ୍କ୍ ଲିମିଟେଡ୍
    • ଜାତୀୟ କୃଷି ଏବଂ ଗ୍ରାମୀଣ ବିକାଶ ବ୍ୟାଙ୍କ୍ (ନାବାର୍ଡ଼)
    • ବ୍ୟାଙ୍କ୍ ଅଫ୍ ବରୋଦା
    • CSE e-ଗଭର୍ନାନ୍ସ ସର୍ଭିସେସ୍ ଇଣ୍ଡିଆ ଲିମିଟେଡ୍
    • UCO ବ୍ୟାଙ୍କ୍
    • ସେଣ୍ଟ୍ରାଲ୍ ଡିପୋଜିଟୋରୀ ସର୍ଭିସେସ୍ (ଇଣ୍ଡିଆ) ଲିମିଟେଡ୍
    • ପଞ୍ଜାବ୍ ନ୍ୟାସନାଲ୍ ବ୍ୟାଙ୍କ୍
    • ନ୍ୟାସନାଲ୍ ସିକ୍ୟୁରିଟି ଡିପୋଜିଟୋରୀ ଲିମିଟେଡ୍ (NSDL)
    • ବ୍ୟାଙ୍କ୍ ଅଫ୍ ଇଣ୍ଡିଆ
    • IDFC ଫାଷ୍ଟ ବ୍ୟାଙ୍କ୍ ଲିମିଟେଡ୍
    • ଭାରତୀୟ କ୍ଷୁଦ୍ର ଶିଳ୍ପ ବିକାଶ ବ୍ୟାଙ୍କ୍ (ସିଡିବି)
    • ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ
    • ICICI ବ୍ୟାଙ୍କ୍ ଲିମିଟେଡ୍
    • RBL
    • ଇଣ୍ଡୁସିଣ୍ଡ ବେଙ୍କ
    • କାନାରା ବେଙ୍କ
    • ଫେଡାରେଲ ବେଙ୍କ
    • ୟୁନିୟନ ବେଙ୍କ
    • ମହାରାଷ୍ଟ୍ର ବେଙ୍କ
    • ଇଣ୍ଡିୟାନ ବେଙ୍କ
    • ଆଇ ଡି ବି ଆଇ ବେଙ୍କ ଲିମିଟେଡ
    • ଇଣ୍ଡିୟାନ ଓଭରସୀଜ ବେଙ୍က

    ବୋର୍ଡ଼ ଅଫ୍ ଡାୟରେକ୍ଟର୍ସ

    ପ୍ରତିଷ୍ଠାତା ସଦସ୍ୟ

     
    • Jaxay Shah- Chairman QCI
      ଜକ୍ଷ୍ୟ ଶାହା
      ଚେୟାରମ୍ୟାନ୍

      QCI

    • Suresh Sethi Managing Director & CEO Protean eGov Technologies Ltd
      ସୁରେଶ ସେଠୀ
      ଏମ୍ଡି ଏବଂ ସିଈଓ

      ପ୍ରୋଟିୟାନ୍ ଇଗୋଭ ପ୍ରଯୁକ୍ତି ଲିମିଟେଡ

    ଶେୟାରହୋଲ୍ଡରଙ୍କ ପ୍ରତିନିଧୀ

    • Ashish Chauhan CEO of NSE
      ଆଶିଷକୁମାର ଚୌହାନ୍
      ଏମ୍ଡି ଏବଂ ସିଈଓ

      NSE

    • Ashis Prathasarthy Head Treasury & GIB HDFC Bank
      ଆଶିଷ ପାର୍ଥସାରଥୀ
      ହେଡ଼୍

      ଟ୍ରେଜେରୀ ଏବଂ GIB, HDFC ବ୍ୟାଙ୍କ୍

    • Nitin Chugh Deputy Managing Director and Head of Digital Banking
      ନିତିନ ଚୁଘ୍
      ଡିଏମ୍ଡି ଏବଂ ହେଡ଼୍

      ଡିଜିଟାଲ୍ ବ୍ୟାଙ୍କିଙ୍ଗ୍ ଆଣ୍ଡ ଟ୍ରାନ୍ସଫର୍ମେସନ୍, SBI

    ଗୱର୍ନମେଣ୍ଟ ନୋମିନିଜ୍

     
    • Ateesh Singh- Joint Secretary - AFI
      ଅତିଶ୍ ସିଂହ
      ଜଏଣ୍ଟ ସେକ୍ରେଟାରି - ଏଏଫ୍‍ଆଇ

      M/O ଏମ୍ଏସ୍ଏମ୍ଇ

    • Sanjiv Singh- Joint Secretary, DPIIT
      ସଞ୍ଜୀବ୍ ସିଂ
      ଜଏଣ୍ଟ ସେକ୍ରେଟାରି - DPIIT

      M/O କମର୍ସ ଆଣ୍ଡ ଇଣ୍ଡଷ୍ଟ୍ରି

    ଇଣ୍ଡିପେଣ୍ଡେଣ୍ଟ ଡାୟରେକ୍ଟର୍ସ

     
    • Adil Zainulbhai Chairman of the Board of Directors of Network 18
      ଆଦିଲ୍ ଜୈନୁଲ୍‍ଭାଇ
      ଚେୟାରପର୍ସନ୍

      କାପାସିଟି ବିଲ୍ଡିଙ୍ଗ୍ କମିଶନ୍

    • Anjali Bansal- Founder & Chairperson, Avaana Capital
      ଅଞ୍ଜଳି ବଂସାଲ୍
      ଫାଉଣ୍ଡର୍ ଆଣ୍ଡ ଚେୟାରପର୍ସନ୍

      ଆଭାନା କ୍ୟାପିଟାଲ୍

    • Arvind Gupta Co-founder & Head Digital India Foundation
      ଅରବିନ୍ଦ ଗୁପ୍ତା
      କୋ-ଫାଉଣ୍ଡର୍ ଆଣ୍ଡ ହେଡ଼୍

      ଡିଜିଟାଲ୍ ଇଣ୍ଡିଆ ଫାଉଣ୍ଡେସନ୍

    • Ritesh Tiwari Executive Director Finance & Chief Financial Officer HUL
      ରିତେଶ ତିୱାରୀ
      ଇଡ଼ି ଆଣ୍ଡ ସିଏଫ୍‍ଓ

      HUL

    ଏମ୍ଡି ଏବଂ ସିଈଓ

     
    • T Koshy CEO ONDC
      ଟି କୋଶି
      ଏମ୍ଡି ଏବଂ ସିଈଓ

      ONDC

    ଆମର ଯାତ୍ରା

    DPIIT ଦ୍ୱାରା ଗଠିତ ପରାମର୍ଶଦାତା ପରିଷଦ ଏବଂ ନେତୃତ୍ୱ ଦଳ ଏଥିରେ ସାମିଲ ହୋଇଛନ୍ତି।ଜୁନ୍ 2021

    1

    ଜାତୀୟ ରୋଲ୍ ଆଉଟ୍ ଯୋଜନାକୁ HCIM ଅନୁମୋଦନ କଲାଅଗଷ୍ଟ 2021

    2

    ପ୍ରଥମ ଗୋଷ୍ଠୀ ଦ୍ୱାରା ପ୍ରଥମ ଏଣ୍ଡ-ଟୁ-ଏଣ୍ଡ କାରବାରକୁ ଏକୀକୃତ ଏବଂ ପରୀକ୍ଷଣ କରାଯାଇଥିଲାଡିସେମ୍ବର 2021

    3

    ONDC ଧାରା 8 କମ୍ପାନୀ ପଞ୍ଜିକୃତ ହୋଇଥିଲାଡିସେମ୍ବର 2021

    4

    ପ୍ରଥମ ଗୋଷ୍ଠୀ ଅଂଶଗ୍ରହଣକାରୀମାନଙ୍କ ସହିତ ନେଟୱାର୍କ ଲାଇଭ୍ ହେଲାମାର୍ଚ୍ଚ 2022

    5

    ବାଙ୍ଗାଲୋରରେ ପ୍ରଥମ ଅର୍ଡର ପହଞ୍ଚିଲା29 ଏପ୍ରିଲ୍ 2022

    6

    ଆଲଫା ପରୀକ୍ଷା କାରବାର ଆରମ୍ଭ କରାଗଲାଏପ୍ରିଲ୍ 2022

    7

    ଅନ୍ୟ ସହର ଏବଂ ଡୋମେନକୁ ONDCର ବିସ୍ତାର କରାଯାଇଥିଲାଜୁନ୍ 2022 - ସେପ୍ଟେମ୍ବର 2022

    8

    ONDC ବେଟା ଲଞ୍ଚ ହେଲାସେପ୍ଟେମ୍ବର 2022

    9

    Recognitions

    The Disrupters

    Award : Fintech Company of the Year

    Name : Global Fintech Awards

    Year : 2023

    Global Fintech Awards

    Recognitions

    The Disrupters
    The Disrupters

    Award : The Disrupters

    Name : Indian Business Leader Awards(IBLA)

    Year : 2023

    Global Fintech Awards

    Recognitions

    The Disruptive Technology Award

    Award : The Disruptive Technology Award

    Name : Global IP Convention (GIPC)

    Year : 2023

    Global IP Convention

    Recognitions

    Start-up of the Year Award

    Award : Start-up of the Year

    Name : 14th India Digital Awards (IDA)

    Year : 2024

    India Digital Awards

    Recognitions

    Republic Business Emerging Technology Awards

    Award : Tech Disrupter

    Name : Republic Business Emerging Technology Awards

    Year : 2024

    Republic Media
    Logo
    Logo
    Logo
    Logo
    Logo
    ONDC Careers

    ଆପଣଙ୍କର କ୍ୟାରିୟର ସହିତ ଭାରତର ଡିଜିଟାଲ୍ ବିକାଶରେ ପରିବର୍ତ୍ତନ ଆଣନ୍ତୁ |